Oriya 2

  • ㆍISBN : 8983146656
  • ㆍ页数 : 329

ଜଳ ଓ ଆତ୍ମା ସୁସମାଚାର ପ୍ରତି ଫେରିବା

Paul C. Jong

ପାପରୁ ପରିତ୍ରାଣର କାମ ସୁର୍ଣ୍ଣ ହୋଇଛି । ସ୍ୱର୍ଗର ଦ୍ୱାର ଖୋଲା ଅଛି । ଯେଉଁମାନେ ସତ୍ୟ ବାକ୍ୟପ୍ରତି ମନଯୋଗ କରି, ବାଇବଲ ଅନୁଯାଇ ପ୍ରମାଣିତ କରେ ଓ ନିଜକୁ ଶୟତାନର ସକଳ ପ୍ରକାର ମିଥ୍ୟା ଶିକ୍ଷାରୁ ଉଦ୍ଧାର କରିବା ନିମନ୍ତେ ସତର୍କ କରିଥାଏ । ସେହି ବ୍ୟକ୍ତି ପରମେଶ୍ୱରଙ୍କ ଆଶିର୍ବାଦ ପ୍ରାପ୍ତ ହୁଏ ଓ ସ୍ୱର୍ଗରେ ପ୍ରବେଶ କରିଥାଏ । ଇସ୍ରାଏଲ ଲୋକମାନେ ଯେ ପ୍ରକାରେ ମୋଶାଙ୍କ ଏତୃତ୍ୱରେ ମିଶରର ଦାସତ୍ୱ ଅବସ୍ଥରୁ ମୁକ୍ତି ପାଇଥିଲେ, ଏହା ମୋହର ବିଶ୍ୱାସ ଓ ପ୍ରାର୍ଥନା କି ଆପଣ ଏହି ଦୁଇଟି ପୁସ୍ତକ ପଢିବେ ଓ ପରିତ୍ରାଣର ବାକ୍ୟରେଏ ବିଶ୍ୱାସ ହେବ ଓ ପରମେଶ୍ୱରଙ୍କ ସନ୍ତାନ ହେବେ । 
ସଦାପ୍ରଭୁ ଆମକୁ ନିରନ୍ତର ଡାକନ୍ତି, ସେ କହନ୍ତି, ""ହେ ତୃଷିତ ଲୋକ ସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ'' (ଯିଶା ୫୫;୧) । ଆସ ଆମ୍ଭମାନେ ସମସ୍ତେ ""ଜଳ ଓ ଆତ୍ମାର ସୁସମାଚାର ପ୍ରତି ଫେରିବା'' ଆସନ୍ତୁ ପରମେଶ୍ୱରଙ୍କ ଠାରୁ ଆସୁଥିବା ବିଚାରରୁ ମୁକ୍ତି ପ୍ରାପ୍ତ ହେବା । ପୁଣି ପରମେଶ୍ୱରଙ୍କ ଅନୁଗ୍ରହ ଓ ଆଶିର୍ବାଦରେ ପରେମେଶ୍ୱରଙ୍କ ଅନୁଗ୍ରହର ରାଜ୍ୟରେ ପ୍ରବେଶ କରିବା!

音频书籍
undefined
由于COVID-19和国际邮件服务中断,
我们暂时暂停了“免费印刷图书”的服务。
鉴于形势,我们目前无法为您邮寄图书。
祷告这场瘟疫很快结束,并恢复邮寄服务。