Search

無料の電子書籍とオーディオブック

聖霊

ଆପଣଙ୍କୁ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବା ନିମନ୍ତେ ଏକ ସୁରକ୍ଷୀତ ସୋପାନ

ଆପଣଙ୍କୁ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବା ନିମନ୍ତେ ଏକ ସୁରକ୍ଷୀତ ସୋପାନ

著者 Rev. Paul C. Jong ISBN 8983148888 ページ 388
オリヤー語 3

電子書籍とオーディオブックを無料でダウンロード

📖 今すぐオンラインで読む
ペーパーバックを所有
Amazonでペーパーバックを購入

紙の書籍は現在、Amazonで個人購入が可能です。(Kindle電子書籍もダウンロード可能です)

ପବିତ୍ର ଆତ୍ମାଙ୍କଦ୍ୱାରା ପରିପୂର୍ଣ୍ଣ ହେବା ନିମନ୍ତେ ଆବଶ୍ୟକ ସୂଚନା ସମନ୍ଧୀୟ ଏକ ସମୂର୍ଣ୍ଣ ପୁସ୍ତକଗ୍ଦଗ୍ଦ
ଖ୍ରୀଷ୍ଟିୟାନତ୍ୱରେ, ସବୁଠୁ କଠିନ ଓ ବିଶେଷ ଆବଶ୍ୟକ ବିବାଦିତ ବିଷୟ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିପୂର୍ଣ୍ଣ ହେବା ବିଷୟ ଅଟେ ।ଅନେକ ଖ୍ରୀଷ୍ଟିୟାନ ନିମ୍ନଲିଖିତ ବିଷୟ ଜାଣିବା ନିମନ୍ତେ ଉଦବିଗ୍ନ ଅଟନ୍ତି:
ପବିତ୍ର ଆତ୍ମାଙ୍କୁ କି ପ୍ରକାରେ ପ୍ରାପ୍ତ ହେବା? 
ଆମେ କେବଳ ନିରନ୍ତର ପ୍ରାର୍ଥନା କରିବା ଦ୍ୱାରା ପବିତ୍ର ଆତ୍ମା ଆମ ହୃଦୟରେ ବାସ କରନ୍ତି କି?
ଆଦ୍ୟମଣ୍ଡଳି ସମୟର ପବିତ୍ର ଆତ୍ମା ଓ ଏହି ଦିନମାନଙ୍କରେ ଅଭ୍ଭୁତ କାମ କରୁଥିବା ପବିତ୍ର ଆତ୍ମାଙ୍କ ମଧ୍ୟରେ ଭିନ୍ନତା କ`ଣ ଅଟେ?
ଅନ୍ୟଭାଷାରେ କଥା କହିବା, ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତାର ପ୍ରମାଣ ଅଟେ କି?
""ନୂତନ ଜନ୍ମ ପ୍ରାପ୍ତହେବା`` ଓ ""ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବା`` ମଧ୍ୟରେ ସଂପର୍କ କ`ଣ ଅଟେ?
ପବିତ୍ର ଆତ୍ମାରେ ବାପ୍ତିଜିତ ହେବାର ଅର୍ଥ କ`ଣ ଅଟେ?
ଏହି ପୁସ୍ତକ ଆପଣଙ୍କୁ ଉପରୋକ୍ତ ପ୍ରଶ୍ନ ନିମନ୍ତେ ସଠିକ ଓ ବାଇବଲ ଭିତ୍ତିକ ଉତ୍ତର ପ୍ରଦାନ କରେ ।
もっと見る