Search

বিনামূল্যে মুদ্রিত বই এবং
ই-বুক ও অডিও বুক

জল ও আত্মার সুসমাচার

ওড়িয়া 2

ଜଳ ଏବଂ ଆତ୍ମା ର ସୁସମାଚାର କୁ ଫେରନ୍ତୁ

Rev. Paul C. Jong | ISBN 8983146656 | পৃষ্টা 329

ই-বুক এবং অডিওবুক বিনামূল্যে ডাউনলোড করুন

আপনার পছন্দের ফাইল ফরম্যাট বেছে নিন এবং আপনার মোবাইল ডিভাইস, পিসি বা ট্যাবলেটে নিরাপদে ডাউনলোড করে যে কোনও সময়, যে কোনও জায়গায় উপদেশ সংকলন পড়ুন এবং শুনুন। সমস্ত ই-বুক এবং অডিওবুক সম্পূর্ণ বিনামূল্যে।

নীচের প্লেয়ারের মাধ্যমে অডিওবুক শুনতে পারেন। 🔻
একটি মুদ্রিত বই রাখুন
অ্যামাজনে একটি মুদ্রিত বই কিনুন
ପାପରୁ ପରିତ୍ରାଣର କାମ ସୁର୍ଣ୍ଣ ହୋଇଛି । ସ୍ୱର୍ଗର ଦ୍ୱାର ଖୋଲା ଅଛି । ଯେଉଁମାନେ ସତ୍ୟ ବାକ୍ୟପ୍ରତି ମନଯୋଗ କରି, ବାଇବଲ ଅନୁଯାଇ ପ୍ରମାଣିତ କରେ ଓ ନିଜକୁ ଶୟତାନର ସକଳ ପ୍ରକାର ମିଥ୍ୟା ଶିକ୍ଷାରୁ ଉଦ୍ଧାର କରିବା ନିମନ୍ତେ ସତର୍କ କରିଥାଏ । ସେହି ବ୍ୟକ୍ତି ପରମେଶ୍ୱରଙ୍କ ଆଶିର୍ବାଦ ପ୍ରାପ୍ତ ହୁଏ ଓ ସ୍ୱର୍ଗରେ ପ୍ରବେଶ କରିଥାଏ । ଇସ୍ରାଏଲ ଲୋକମାନେ ଯେ ପ୍ରକାରେ ମୋଶାଙ୍କ ଏତୃତ୍ୱରେ ମିଶରର ଦାସତ୍ୱ ଅବସ୍ଥରୁ ମୁକ୍ତି ପାଇଥିଲେ, ଏହା ମୋହର ବିଶ୍ୱାସ ଓ ପ୍ରାର୍ଥନା କି ଆପଣ ଏହି ଦୁଇଟି ପୁସ୍ତକ ପଢିବେ ଓ ପରିତ୍ରାଣର ବାକ୍ୟରେଏ ବିଶ୍ୱାସ ହେବ ଓ ପରମେଶ୍ୱରଙ୍କ ସନ୍ତାନ ହେବେ । 
ସଦାପ୍ରଭୁ ଆମକୁ ନିରନ୍ତର ଡାକନ୍ତି, ସେ କହନ୍ତି, ""ହେ ତୃଷିତ ଲୋକ ସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ'' (ଯିଶା ୫୫;୧) । ଆସ ଆମ୍ଭମାନେ ସମସ୍ତେ ""ଜଳ ଓ ଆତ୍ମାର ସୁସମାଚାର ପ୍ରତି ଫେରିବା'' ଆସନ୍ତୁ ପରମେଶ୍ୱରଙ୍କ ଠାରୁ ଆସୁଥିବା ବିଚାରରୁ ମୁକ୍ତି ପ୍ରାପ୍ତ ହେବା । ପୁଣି ପରମେଶ୍ୱରଙ୍କ ଅନୁଗ୍ରହ ଓ ଆଶିର୍ବାଦରେ ପରେମେଶ୍ୱରଙ୍କ ଅନୁଗ୍ରହର ରାଜ୍ୟରେ ପ୍ରବେଶ କରିବା!
অধিক

এই বিষয়ক অন্যান্য পুস্তক

The New Life Mission

আমাদের জরিপে অংশ নিন

আপনি আমাদের সম্পর্কে কীভাবে জানলেন?