Search

বিনামূল্যে মুদ্রিত বই এবং
ই-বুক ও অডিও বুক

পবিত্র আত্মা

ওড়িয়া 3

ଆପଣଙ୍କୁ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବା ନିମନ୍ତେ ଏକ ସୁରକ୍ଷୀତ ସୋପାନ

Rev. Paul C. Jong | ISBN 8983148888 | পৃষ্টা 388

ই-বুক এবং অডিওবুক বিনামূল্যে ডাউনলোড করুন

আপনার পছন্দের ফাইল ফরম্যাট বেছে নিন এবং আপনার মোবাইল ডিভাইস, পিসি বা ট্যাবলেটে নিরাপদে ডাউনলোড করে যে কোনও সময়, যে কোনও জায়গায় উপদেশ সংকলন পড়ুন এবং শুনুন। সমস্ত ই-বুক এবং অডিওবুক সম্পূর্ণ বিনামূল্যে।

নীচের প্লেয়ারের মাধ্যমে অডিওবুক শুনতে পারেন। 🔻
একটি মুদ্রিত বই রাখুন
অ্যামাজনে একটি মুদ্রিত বই কিনুন
ପବିତ୍ର ଆତ୍ମାଙ୍କଦ୍ୱାରା ପରିପୂର୍ଣ୍ଣ ହେବା ନିମନ୍ତେ ଆବଶ୍ୟକ ସୂଚନା ସମନ୍ଧୀୟ ଏକ ସମୂର୍ଣ୍ଣ ପୁସ୍ତକଗ୍ଦଗ୍ଦ
ଖ୍ରୀଷ୍ଟିୟାନତ୍ୱରେ, ସବୁଠୁ କଠିନ ଓ ବିଶେଷ ଆବଶ୍ୟକ ବିବାଦିତ ବିଷୟ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିପୂର୍ଣ୍ଣ ହେବା ବିଷୟ ଅଟେ ।ଅନେକ ଖ୍ରୀଷ୍ଟିୟାନ ନିମ୍ନଲିଖିତ ବିଷୟ ଜାଣିବା ନିମନ୍ତେ ଉଦବିଗ୍ନ ଅଟନ୍ତି:
ପବିତ୍ର ଆତ୍ମାଙ୍କୁ କି ପ୍ରକାରେ ପ୍ରାପ୍ତ ହେବା? 
ଆମେ କେବଳ ନିରନ୍ତର ପ୍ରାର୍ଥନା କରିବା ଦ୍ୱାରା ପବିତ୍ର ଆତ୍ମା ଆମ ହୃଦୟରେ ବାସ କରନ୍ତି କି?
ଆଦ୍ୟମଣ୍ଡଳି ସମୟର ପବିତ୍ର ଆତ୍ମା ଓ ଏହି ଦିନମାନଙ୍କରେ ଅଭ୍ଭୁତ କାମ କରୁଥିବା ପବିତ୍ର ଆତ୍ମାଙ୍କ ମଧ୍ୟରେ ଭିନ୍ନତା କ'ଣ ଅଟେ?
ଅନ୍ୟଭାଷାରେ କଥା କହିବା, ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତାର ପ୍ରମାଣ ଅଟେ କି?
""ନୂତନ ଜନ୍ମ ପ୍ରାପ୍ତହେବା'' ଓ ""ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବା'' ମଧ୍ୟରେ ସଂପର୍କ କ'ଣ ଅଟେ?
ପବିତ୍ର ଆତ୍ମାରେ ବାପ୍ତିଜିତ ହେବାର ଅର୍ଥ କ'ଣ ଅଟେ?
ଏହି ପୁସ୍ତକ ଆପଣଙ୍କୁ ଉପରୋକ୍ତ ପ୍ରଶ୍ନ ନିମନ୍ତେ ସଠିକ ଓ ବାଇବଲ ଭିତ୍ତିକ ଉତ୍ତର ପ୍ରଦାନ କରେ ।
অধিক

এই বিষয়ক অন্যান্য পুস্তক

The New Life Mission

আমাদের জরিপে অংশ নিন

আপনি আমাদের সম্পর্কে কীভাবে জানলেন?