Search

በነጻ የሚታደሉ የታተሙ መጽሐፎች፣
ኢመጽሐፎችና የኦዲዮ መጽሐፎች፤

መንፈስ ቅዱስ፤

ኦርያ፣ 3

ଆପଣଙ୍କୁ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବା ନିମନ୍ତେ ଏକ ସୁରକ୍ଷୀତ ସୋପାନ

Rev. Paul C. Jong | ISBN 8983148888 | ገጾች፤ 388

ኢ-መጽሐፍት እና የድምጽ መጽሐፍትን በነጻ ያውርዱ

የሚፈልጉትን የፋይል ቅርጸት ይምረጡ እና በሞባይል መሳリያዎ፣ ኮምፒውተር ወይም ታብሌት ላይ በደህንነት በማውረድ በማንኛውም ጊዜ እና ቦታ የስብከት ስብስቦችን ያንብቡ እና ያዳምጡ። ሁሉም ኢ-መጽሐፍት እና የድምጽ መጽሐፍት ሙሉ በሙሉ ነጻ ናቸው።

የድምጽ መጽሐፍትን ከዚህ በታች ባለው ማጫወቻ በኩል ማዳመጥ ይችላሉ። 🔻
የታተመ መጽሐፍ ይኑርዎት
በአማዞን ላይ የታተመ መጽሐፍ ይግዙ
ପବିତ୍ର ଆତ୍ମାଙ୍କଦ୍ୱାରା ପରିପୂର୍ଣ୍ଣ ହେବା ନିମନ୍ତେ ଆବଶ୍ୟକ ସୂଚନା ସମନ୍ଧୀୟ ଏକ ସମୂର୍ଣ୍ଣ ପୁସ୍ତକଗ୍ଦଗ୍ଦ
ଖ୍ରୀଷ୍ଟିୟାନତ୍ୱରେ, ସବୁଠୁ କଠିନ ଓ ବିଶେଷ ଆବଶ୍ୟକ ବିବାଦିତ ବିଷୟ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିପୂର୍ଣ୍ଣ ହେବା ବିଷୟ ଅଟେ ।ଅନେକ ଖ୍ରୀଷ୍ଟିୟାନ ନିମ୍ନଲିଖିତ ବିଷୟ ଜାଣିବା ନିମନ୍ତେ ଉଦବିଗ୍ନ ଅଟନ୍ତି:
ପବିତ୍ର ଆତ୍ମାଙ୍କୁ କି ପ୍ରକାରେ ପ୍ରାପ୍ତ ହେବା? 
ଆମେ କେବଳ ନିରନ୍ତର ପ୍ରାର୍ଥନା କରିବା ଦ୍ୱାରା ପବିତ୍ର ଆତ୍ମା ଆମ ହୃଦୟରେ ବାସ କରନ୍ତି କି?
ଆଦ୍ୟମଣ୍ଡଳି ସମୟର ପବିତ୍ର ଆତ୍ମା ଓ ଏହି ଦିନମାନଙ୍କରେ ଅଭ୍ଭୁତ କାମ କରୁଥିବା ପବିତ୍ର ଆତ୍ମାଙ୍କ ମଧ୍ୟରେ ଭିନ୍ନତା କ'ଣ ଅଟେ?
ଅନ୍ୟଭାଷାରେ କଥା କହିବା, ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତାର ପ୍ରମାଣ ଅଟେ କି?
""ନୂତନ ଜନ୍ମ ପ୍ରାପ୍ତହେବା'' ଓ ""ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବା'' ମଧ୍ୟରେ ସଂପର୍କ କ'ଣ ଅଟେ?
ପବିତ୍ର ଆତ୍ମାରେ ବାପ୍ତିଜିତ ହେବାର ଅର୍ଥ କ'ଣ ଅଟେ?
ଏହି ପୁସ୍ତକ ଆପଣଙ୍କୁ ଉପରୋକ୍ତ ପ୍ରଶ୍ନ ନିମନ୍ତେ ସଠିକ ଓ ବାଇବଲ ଭିତ୍ତିକ ଉତ୍ତର ପ୍ରଦାନ କରେ ।
ተጨማሪ

ከዚህ ርዕሰ ጋር የተዛመዱ መጽሐፎች

The New Life Mission

በዳሰሳ ጥናታችን ይሳተፉ

ስለእኛ እንዴት ሰሙ?